Cricketପାକିସ୍ତାନ ଟିମକୁ ମିଳିଛି ଭିସା, ଆସନ୍ତା କାଲି ପହଞ୍ଚିବେ ବାବର ବାହିନୀOdisha Sports BureauSeptember 26, 2023 by Odisha Sports BureauSeptember 26, 2023089 ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩କୁ ଆଉ ମାତ୍ର 8 ଦିନ ବାକି ରହିଛି। ଏଥିପାଇଁ ପାକିସ୍ତାନ ଦଳ ଆସନ୍ତା କାଲି ଭାରତ ଗସ୍ତ କରିବ। ବାବର ବାହିନୀଙ୍କୁ ବହୁ ଅପେକ୍ଷା ପରେ ଦଳକୁ ଭାରତ ସରକାରଙ୍କଠୁ...