Tag : #raswini #cricket #sports

Cricket

ଅବସର ନେଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଆର ଅଶ୍ୱିନ

Odisha Sports Bureau
ବୁଧବାର ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପରେ ଭାରତୀୟ କ୍ରିକେଟ୍ ଦଳର ସ୍ପିନର ଆର ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଖେଳ ଡ୍ରରେ ଶେଷ ହେବା ପରେ ଅଧିନାୟକ...