Cricketସ୍ମୃତି ମନ୍ଧାନାଙ୍କ ନାଁରେ ନୂଆ ରେକର୍ଡOdisha Sports BureauDecember 29, 2025 by Odisha Sports BureauDecember 29, 2025016 ଭାରତୀୟ ମହିଳା କ୍ରିକେଟ୍ ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟି-୨୦) ମିଶାଇ...