Cricketକେବେ ଓ କେଉଁଠି ହେବ ଟି-୨୦ ବିଶ୍ଵକପ୍ ୨୦୨୮, ଜାଣନ୍ତୁ…Odisha Sports BureauMarch 9, 2026 by Odisha Sports BureauMarch 9, 202609 ପ୍ରାୟ ଗୋଟିଏ ମାସ ଧରି ଚାଲିଥିବା ଟି-୨୦ ବିଶ୍ଵକପ୍ ୨୦୨୬ ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପୁଣିଥରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି।...