Tennisଏମ୍ଓଏସ୍ଏଫ୍ ଆଇଟା-ଓଟିଏ ଟେନିସରେ କବୀର ହଂସଙ୍କୁ ଦ୍ବିମୁକୁଟOdisha Sports BureauApril 15, 2023 by Odisha Sports BureauApril 15, 20230117 ଭୁବନେଶ୍ୱର:ଆଇଟା ଓ ଓଟିଏ ଆନୁକୂଲ୍ୟରେ ଭୁବନେଶ୍ୱରରେ ଥିବା ଗୁରୁକୂଳ ଟେନିସ ଏକାଡେମୀରେ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏମ୍ଓଏସ୍ଏଫ୍ ଆଇଟା-ଓଟିଏ ପୁରୁଷ ୧ ଲକ୍ଷ ଚାମ୍ପିଅନ୍ସିପ୍ ଶୁକ୍ରବାର ଉଦ୍ୟାପିତ ହୋଇଯାଇଛି। ତେବେ ଏଥିରେ କିଟ୍...
TennisITF ଉଦଯାପନୀ ଉତ୍ସବ, ବିଜୟୀ କୋରିଆ ଟିମକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀOdisha Sports BureauApril 14, 2023April 14, 2023 by Odisha Sports BureauApril 14, 2023April 14, 20230128 ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମରେ ଉଦଯାପିତ ହେଲା ଆଇଟିଏଫ ଏସିଆ ଟ-୧୪ର ଡେଭଲପମେଣ୍ଟ ଚାମ୍ପିୟନସିପ ୨୦୨୩ ଫାଇନାଲ । ଏହି ଟୁର୍ଣ୍ଣାମେଣ୍ଟରେ କୋରିଆ ଟିମ୍ ବିଜେତା ଟ୍ରଫି ହାତେଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ...
Tennisକଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକOdisha Sports BureauMarch 29, 2023March 29, 2023 by Odisha Sports BureauMarch 29, 2023March 29, 20230148 ଭୁବନେଶ୍ବର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଯୋଡି ହେବ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ...
Tennisଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକOdisha Sports BureauSeptember 14, 2022 by Odisha Sports BureauSeptember 14, 20220147 ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ନରେଶ କୁମାର (୯୬)ଙ୍କର ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ନରେଶ କୁମାର ୧୯୨୮ମସିହା ଡିସେମ୍ବର ୨୨ ତାରିଖ ଲାହୋରରେ...
Tennisଟେନିସ ଜଗତରୁ ସନ୍ୟାସ ନେଲେ ଆସଲା ବାର୍ଟିOdisha Sports BureauMarch 24, 2022 by Odisha Sports BureauMarch 24, 20220143 ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ଆସଲା ବାର୍ଟି ଟେନିସରୁ ସନ୍ନ୍ୟାସ ନେଇଛନ୍ତି । ଆସଲା ହେଉଛନ୍ତି ଅଷ୍ଟ୍ରେଲିଆର ଆଗଧାଡିର ଟେନିସ ଖେଳାଳି । ବିଶ୍ୱର ଚତୁର୍ଥ ମହିଳା ଖେଳାଳି ଭାବେ କ୍ରମାନ୍ୱୟରେ ୧୧୪...