Cricketଅଣ୍ଡର ୧୯ ଏସିଆ କପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆOdisha Sports BureauDecember 12, 2025 by Odisha Sports BureauDecember 12, 2025022 ଚଣ୍ଡିଗଡ ମ୍ୟାଚରେ ସାଉଥ ଆଫ୍ରିକା ଠାରୁ ହାରିବା ପରେ ଏବେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଅଣ୍ଡର ୧୯ ଏସିଆ କପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ...