Tag : U19 World Cup

Cricket

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

Odisha Sports Bureau
ନୂଆଦିଲ୍ଲୀ:୧୯ ବର୍ଷରୁ କମ ବିଶ୍ଵକପରେ ଭାରତର ଦମଦାର ବିଜୟ। ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ଵିତୀୟ ମ୍ୟାଚରେ ଭାରତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ମାତ୍ ଦେଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ଡକ ଓ୍ଵର୍ଥ...