ୟୁନାଇଟେଡ ୱାର୍ଲ୍ଡ ରେସଲିଂର ଚେତାବନୀ; ୪୫ ଦିନ ଭିତରେ ନିର୍ବାଚନ ନ କଲେ ଭାରତୀୟ କୁସ୍ତି ସଂଘକୁ ସସପେଣ୍ଡ
ନୂଆଦିଲ୍ଲୀ: ଭାରତରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ପାଇଁ ପ୍ରଥମ ଥର ମୁହଁ ଖୋଲିଛି ୟୁନାଇଟେଡ ୱାର୍ଲ୍ଡ ରେସଲିଂ । କୁସ୍ତିଯୋଦ୍ଧାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ଦିଲ୍ଲୀ ପୋଲିସର ଗିରଫଦାରୀକୁ ସମାଲୋଚନା କରିଛି ୟୁନାଇଟେଡ ଓ୍ବାର୍ଲ୍ଡ...