କୁସ୍ତିଯୋଦ୍ଧାଙ୍କ ପାଇଁ ମୁଜାଫରନଗରରେ ବସିବ ମହାପଞ୍ଚାୟତ; ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ
ମୁଜାଫରନଗର: ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ଦେବା ପ୍ରସଙ୍ଗରେ ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ ବସିବ ମହାପଞ୍ଚାୟତ । ଚାଷୀ ନେତା ନରେଶ ଟିକାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶହ ଶହ...