Cricketସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ, ଇଂଲଣ୍ଡକୁ ୪୧୨ ରନର ଲକ୍ଷ୍ୟ ଦେଲା ଭାରତOdisha Sports BureauFebruary 6, 2026 by Odisha Sports BureauFebruary 6, 2026083 ନୂଆଦିଲ୍ଲୀ: ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଉଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଐତିହାସିକ ବ୍ୟାଟିଂ ପ୍ରଦର୍ଶନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ...
Cricketଅଣ୍ଡର-19 ୱାର୍ଲ୍ଡ କପ୍ 2026 ଫାଇନାଲ୍: ଭାରତ-ଇଂଲଣ୍ଡ ମ୍ୟାଚ୍ରେ ବିସ୍ଫୋରକ ଶତକ, ବୈଭବ ସୂର୍ଯ୍ୟବଂଶୀ ରଚିଲେ ଇତିହାସOdisha Sports BureauFebruary 6, 2026 by Odisha Sports BureauFebruary 6, 2026074 ନୂଆଦିଲ୍ଲୀ: ଅଣ୍ଡର-19 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ର ଫାଇନାଲ୍ ମୁକାବିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଐତିହାସିକ ମ୍ୟାଚ୍ରେ ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଅନ୍ଦାଜରେ ଶତକ...
Cricketବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂOdisha Sports BureauJanuary 7, 2026 by Odisha Sports BureauJanuary 7, 2026053 ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ । ୬୩ ବଲରେ ଶତକ ଲଗାଇ, ନୂଆ କୀର୍ତ୍ତିମାନ ହାସଲ କଲେ ବୈଭବ । ଅବାକ୍ ହୋଇଗଲେ ଦକ୍ଷିଣ ଆଫ୍ରିକା ବୋଲର । ଭାରତ ଏବଂ ଦକ୍ଷିଣ ଆଫ୍ରିକାର...
Cricket୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀOdisha Sports BureauJanuary 6, 2026 by Odisha Sports BureauJanuary 6, 2026086 ମାତ୍ର ୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ସେ ମାତ୍ର ୧୯ଟି ବଲରେ କେବଳ ଛକା ଜରିଆରେ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ । ଅଧିନାୟକ...
Cricketଅଣ୍ଡର-୧୯ ବିଶ୍ବକପ୍ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇOdisha Sports BureauDecember 28, 2025 by Odisha Sports BureauDecember 28, 2025058 ବିସିସିଆଇ ୨୦୨୬ ଅଣ୍ଡର–୧୯ ବିଶ୍ବକପ୍ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା କରିଛି ଭାରତୀୟ ଦଳ । ଜୁନିଅର କ୍ରିକେଟ୍ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ...
Cricketବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀOdisha Sports BureauJuly 6, 2025 by Odisha Sports BureauJuly 6, 2025080 ଇଂଲଣ୍ଡ-: ବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ । ଇଂଲଣ୍ଡ ବିପକ୍ଷ ଅଣ୍ଡର ୧୯ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ରେ ୭୮ ବଲ୍ରେ ୧୦ଟି ଛକା ଏବଂ ୧୩ଟି ଚୌକା...