Cricket

ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ

ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ । ୬୩ ବଲରେ ଶତକ ଲଗାଇ, ନୂଆ କୀର୍ତ୍ତିମାନ ହାସଲ କଲେ ବୈଭବ । ଅବାକ୍ ହୋଇଗଲେ ଦକ୍ଷିଣ ଆଫ୍ରିକା ବୋଲର । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଅଣ୍ଡର-୧୯ ଟିମ୍ ଏବେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଉଛି । ପ୍ରଥମ ଦୁଇଟି ମୁକାବିଲା ଜିତି ଭାରତ ଆଗୁଆ ରହିଛି । ଆଜି ତୃତୀୟ ଦିନିକିଆ ଚାଲିଛି । ଖେଳର ଆରମ୍ଭରୁ ବୈଭବଙ୍କ ବ୍ୟାଟ୍ କମାଲ୍ କରିଥିଲା । ସେ ୬୩ ବଲରେ ନିଜର ଶତକ ପୂରା କରିଥିଲେ । ଶତକୀୟ ପାଳିରେ ସେ ୮ଟି ଛକା ଏବଂ ୬ଟି ଚଉକା ଲଗାଇଥିଲେ ।

Related posts

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର

ସିରିଜ୍ ମୂଳ ପୋଛ କଲା ଭାରତ

Odisha Sports Bureau

ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ରାଗିଗଲେ ମହମ୍ମଦ ଶାମି

Odisha Sports Bureau