CricketWPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତିOdisha Sports BureauJanuary 18, 2026 by Odisha Sports BureauJanuary 18, 2026014 ନୂଆଦିଲ୍ଲୀ: ଗତକାଲି RCB ଏବଂ DC ମଧ୍ୟରେ ଖେଳାଯାଇଥିବା WPL 2026 ମ୍ୟାଚରେ RCB ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ RCB, DCକୁ ପରାସ୍ତ କରିଥିଲା...