Cricketଆଇପିଏଲରେ ଚହଲଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ପତ୍ନୀ ଧନଶ୍ରୀ କହିଲେ ‘ଲିଜେଣ୍ଡ୍’Odisha Sports BureauMay 12, 2023 by Odisha Sports BureauMay 12, 2023078 ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମର ତାରକା ୟୁଜବେନ୍ଦ୍ର ଚହଲ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ସବୁଠାରୁ ଅଧିକ ୱିକେଟ୍ ନେଇଥିବା ଖେଳାଳି ଭାବେ ଆଗରେ ରହିଛନ୍ତି । ତାଙ୍କର ପ୍ରଦର୍ଶନ ପାଇଁ ଆଇପିଏଲର...