Cricket

ରେଖାଙ୍କୁ ଝୁରୁଛି ଭାଇଜାଗର ସମୁଦ୍ର କୂଳ ,ନିରାଶ ହୋଇ ଫେରିଲେ ଲୋକେ

ଭାରତ ଅଷ୍ଟ୍ରେଲିୟା ଫାଇନାଲ ମ୍ୟାଚ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ବୟାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଯଦି ଭାରତ ମ୍ୟାଚ ଜିତିବ ସେ ଉଳଗ୍ନ ହୋଇ ଭାଇଜାଗର ସମୁଦ୍ର କୂଳକଳରେ ନାଚିବେ । ଏପରି କହିଥିଲେ ତାମିଲ ଅଭିନେତ୍ରୀ ରେଖା ବୋଜ । ରେଖା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ , ଯଦି ଭାରତ ଜିତେ ତେବେ ସେ ଭାଇଜାଗ ସମୁଦ୍ର କୂଳରେ ଉଳଗ୍ନ ହେବେ । ତାମିଲ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ପରେ ସେ ଖୁବ ଭାଇରାଲ ହୋଇଥିଲେ ।ତାଙ୍କର ଏହି ପୋଷ୍ଟ ପାଇଁ ଖୁବ ସମାଲୋଚନା କରାଯାଇଛି । ରେଖାଙ୍କ ପୋଷ୍ଟ ପରେ ଲୋକଙ୍କ ଭିଡ ଭାଇଜାଗ ସମୁଦ୍ର କୂଳରେ ଜମିଥିଲା । ଦର୍ଶକ ଖେଳ ଦେଖିବାଠୁ ଅଧିକ ଗୁରୁତ୍ୱ ରେଖାଙ୍କ ଉଳଗ୍ନ ହେବା ଉପରେ ଦେଇଥିଲେ । ବହୁ ସସୟ ଅପେକ୍ଷା ପରେ ମଧ୍ୟ ରେଖା ଆସିନଥିଲେ । ଶେଷରେ ନିରାସ ହୋଇ ଫେରିଥିଲେ ଲୋକେ । କାରଣ ଭରତ ମ୍ୟାଚ ହାରି ଯାଇଥିଲା ତେଣୁ ରେଖା ଭାଇଜାଗ ସମୁଦ୍ର କୂଳକୁ ଆସିନଥିଲେ ।

Related posts

ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା

Odisha Sports Bureau

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

Odisha Sports Bureau

ଦୀପ୍ତି ଶର୍ମା ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହା କଲେ, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ T20 ଜିତିଲା

Odisha Sports Bureau