Cricket

ଉସମାନଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା

ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜାଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା । ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତିମ ଆଶେସ୍ ଟେଷ୍ଟ୍ ପରେ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି।  ୩୯ ବର୍ଷୀୟ ଖ୍ୱାଜା ୨୦୧୧ରେ ଏହି ସିଡନୀ ମଇଦାନରେ ଇଂଲଣ୍ଡ ବିପକ୍ଷରେ ହିଁ ତାଙ୍କର ଟେଷ୍ଟ୍ କ୍ୟାରିଅର୍ ଆରମ୍ଭ କରିଥିଲେ।

Related posts

ପ୍ରତି ଗ୍ରାଉଣ୍ଡଷ୍ଟାଫଙ୍କୁ ୧୦ ଲକ୍ଷର ଚେକ୍

Odisha Sports Bureau

କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି , କେଉଁଠୁ ଆସିଲେ ପାକିସ୍ତାନ ଦର୍ଶକ

Odisha Sports Bureau

ଦିଲ୍ଲୀରେ ଟି-୨୦ ମ୍ୟାଚ ନ କରିବାକୁ ବିସିସିଆଇକୁ ଅନୁରୋଧ

Odisha Sports Bureau