Cricket

ଯୁବରାଜ ; ପନ୍ତଙ୍କୁ ଟେଷ୍ଟ କ୍ରିକେଟର ଅଧିନାୟକ ଭାବରେ ପ୍ରସ୍ତୁତ କରାଯାଉ

ବ୍ୟୁରୋ : ଭାରତୀୟ କ୍ରିକେଟର ପୂର୍ବତନ ସଦସ୍ୟ ଯୁବରାଜ ସିଂ କହିଛନ୍ତି ଋିଷଭ ପନ୍ତ ହେଉଛନ୍ତି ଏବେକାର ଜଣେ ଉଦିୟମାନ ଯୁବ କ୍ରିକେଟର । ସେ ଭବିଷ୍ୟତରେ ଟେଷ୍ଟ ଦଳ ଅଧିନାୟକ ହୋଇପାରିବେ । ତାଙ୍କର ନେତୃତ୍ୱ ନେବାର କ୍ଷମତା ମଧ୍ୟ ରହିଛି । କିନ୍ତୁ ତାଙ୍କୁ ସେଥିପାଇଁ ପ୍ରସ୍ତୁତ କରିବାକୁ ପଡିବ ବୋଲି କହିଛନ୍ତି ଯୁବରାଜ । ଏବେ ଠାରୁ ଋିଷଭଙ୍କୁ ସମୟ ଦେବାକୁ ପଡିବ । ସୂଚନାନୁଯାୟୀ ଯୁବରାଜ ଆହୁରି ମଧ୍ୟ କହିଛନ୍ତି ପୂର୍ବତନ ଅଧିନାୟକ ଧୋନୀଙ୍କୁ ଅଧିନାୟକ କରାଯିବାର ସୁଫଳ ମଧ୍ୟ ମିଳିଛି ।

କିପରଙ୍କର ଗ୍ରାଉଣ୍ଡ ଉପରେ ସଂପୂର୍ଣ୍ଣ ଫୋକସ ରହିଥାଏ । ତେଣୁ ତାଙ୍କ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଯଦି ଋିଷଭ ଅଧିନାୟକ ହୁଅନ୍ତି ତେବେ ୧ବର୍ଷ ପର୍ଯ୍ୟନ୍ତ ତାଙ୍କ ଉପରେ କୋଣସି ଚାପ ପକାଇବ ନାହିଁ । ପନ୍ତ ୨୦୧୮ରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଇତି ମଧ୍ୟରେ ସେ ୩୦ଟି ମ୍ୟାଚ ଖେଳି ୧୯୨୦ ରନ କରିଛନ୍ତି । ଏଥିରେ ୪ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି ।

Related posts

ରାହୁୁଲ ବାମ ହାତି ବ୍ୟାଟ୍ସ ମ୍ୟାନ: ଆଇସିସି

Odisha Sports Bureau

ବିଶ୍ୱକପ ୧୯ : ବଲର୍ ମୂଲ୍ୟ ଦେଢ ଲକ୍ଷ

ପୁଣି ଥରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା

Odisha Sports Bureau