Football

କତର ବିପକ୍ଷରେ ଫିଫା କ୍ୱାଲିଫାୟାର

(ଓଡିଶା ସ୍ପୋର୍ଟସ): ଭାରତୀୟ ଫୁଟବଲ ଟିମ୍ କତର ତରଫରୁ ଫିଫା ୨୦୨୦ ୱାର୍ଲ କପ୍ କ୍ୱାଲିଫାୟାର ମୁକାବିଲା ପାଇଁ ଲାଗିବାକୁ ଥିବା ୧୮ ଦିନିଆ କ୍ୟାମ୍ପ୍ ପାଇଁ ଡେଫେଣ୍ଡର ସନ୍ଦେଶ ଝିଙ୍ଗନ ଏବଂ ଷ୍ଟାଇକର ଜେଜେ ଲାଲପେଖଲୁଆଙ୍କୁ ସାମିଲ କରାଯାଇଛି । କତର ବିପକ୍ଷରେ ଏହି ମୁକାବିଲା ୨୬ ମାର୍ଚ୍ଚକୁ ଭୁବନେଶ୍ୱରରେ ଖେଳାଯିବ । ଝିଙ୍ଗନ ୬ମାସ ପୂର୍ବରୁ ଆଣ୍ଠୁରେ କ୍ଷତ କାରଣରୁ ମ୍ୟାଚରୁ ଦୁରେଇ ରହିଥିଲେ, ଯେତେବେଳେ କି ଗତ ବର୍ଷ ଜୁନ ମାସରେ ଜେଜେ ଆଣ୍ଠୁ କ୍ଷତ କରଣରୁ ମ୍ୟାଚରୁ ବାଦ ପଡିଥିଲେ । ଭୁବନେଶ୍ୱରରେ ୯ମାର୍ଚ୍ଚରୁ ଆରମ୍ଭ ହେବାକୁଥିବା ଟ୍ରେନିଙ୍ଗ୍ କ୍ୟାମ୍ପର ପ୍ରଥମ ଚରଣ ପାଇଁ ୨୩ ଜଣ ଖେଳାଳିଙ୍କୁ ଡକାଯାଇଛି, ଯେତେବେଳେ କି ୨୦ ଅନ୍ୟ ଖେଳାଳି ଆଇଏସ୍ଏଲର ସେମିଫାଇନାଲ୍ ଖେଳିବା ପରେ ୧୬ ମାର୍ଚ୍ଚରେ ଶିବିରରେ ମିଶିବେ ।

Related posts

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

Odisha Sports Bureau

ଭାରତୀୟ ମହିଳା ଫୁଟବଲ୍ ଟିମର ଗୋଲ୍ଡେନ୍ ହାଟ୍ରିକ୍

Odisha Sports Bureau

ଓଡ଼ିଶା୧୭ମହିଳା ଫୁଟବଲ ଦଳ ହିମାଚଳପ୍ରଦେଶ କୁ ହରାଇ ବିଜୟୀ

Odisha Sports Bureau