Cricket

କୋଲକାତାରେ ଭାରତ- ବାଙ୍ଗଲାଦେଶ ଡେ-ନାଇଟ ଟେଷ୍ଟ

(ଓଡିଶା ସ୍ପୋର୍ଟ୍ସ):  ଭୁବନେଶ୍ୱର: ଭାରତୀୟ କ୍ରିକେଟ ଟିମ ବାଂଲାଦେଶ ବିପକ୍ଷରେ କୋଲକାତା ଟେଷ୍ଟରୁ ନିଜର ଡେ- ନାଇଟ ମ୍ୟାଚ ଯାତ୍ରା ଆରମ୍ଭ କରିବ ବୋଲି ଆଜି ବିସିସିଆଇର ନବ ନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି । ଆଗାମୀ ନେଭେମ୍ବର ୨୨-୨୬ ତାରିଙ୍କ ପର୍ଯ୍ୟନ୍ତ ଭାରତ- ବାଙ୍ଗଲାଦେଶ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏହି ମ୍ୟାଚ ଇଡେନ ଗାର୍ଡେନରେ ଖେଳାଯିବ । ସୌରଭ ଗାଙ୍ଗୁଲି ବାଙ୍ଗଲାଦେଶ କ୍ରିକେଟ ବୋର୍ଡକୁ ଏହି ଗସ୍ତରେ ପିଙ୍କ ବଲ ଟେଷ୍ଟ ମ୍ୟାଚ ପ୍ରସ୍ତାବ ଦେଇଥିଲେ ।

Related posts

ଅଢେଇ ମାସ ପାଇଁ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ !

ଧର୍ମଶାଳା ଟେଷ୍ଟମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

IPL ଖେଳିବେ ପାକିସ୍ତାନୀ ଖେଳାଳି!