More Sports

ତେଲୁଗୁ ଟାଇଟନ୍ସକୁ ୫୩-୫୦ ଅଙ୍କରେ ପରାସ୍ତ କଲା ପୁନେରି ପଲଟନ୍

(ଓଡିଶା ସ୍ପୋର୍ଟସ): ପୁନେରୀ ପଲଟନ ପ୍ରୋ କବାଡି ଲିଗ୍ ର ରୋମାଞ୍ଚକର ମୁକାବିଲାରେ ତେଲୁଗୁ ଟାଇଟନ୍ସକୁ ପରାସ୍ତ କରିଛି । ପୁନେରି ପାଇଁ ମନଜିତ ୧୨, ସୁଶାନ୍ତ ସୈଲ ୧୧ ଏବଂ ସୁରଜିତ ସିଂହ ୭ ଟେକଲ ଅଙ୍କ କରିଥିଲେ । ପୁନେରିର ଏହି ବିଜୟ ସହିତ ୪୭ ଅଙ୍କ ହୋଇଯାଇଛି ଏବଂ ସେ ୮ମ ସ୍ଥାନରେ ରହିଛି । ସେହିପରି ଟାଇଣ୍ଟସ୍ ୪୦ ଅଙ୍କ ସହିତ ୧୧ତମ ସ୍ଥାନରେ ରହିଛି ।

Related posts

ଦୁନିଆର ମହାନ ଖେଳାଳି, ଯ ଯିଏ ରଙ୍ଗଭେଦ କାରଣରୁ ନଦୀରେ ଫିଙ୍ଗିଥିଲେ ଅଲିମ୍ପିକ୍ ପଦକ

ପୁଣି ନୀରଜଙ୍କୁ ସରପ୍ରାଇଜ

Odisha Sports Bureau

୪୬.୯୨ ସେକେଣ୍ଡରେ ୪୦୦ ମିଟର ବାଧା ଦୌଡରେ ଇତିହାସ ରଚିଲେ ୱାରହୋମ

Odisha Sports Bureau