More Sports

ତେଲୁଗୁ ଟାଇଟନ୍ସକୁ ୫୩-୫୦ ଅଙ୍କରେ ପରାସ୍ତ କଲା ପୁନେରି ପଲଟନ୍

(ଓଡିଶା ସ୍ପୋର୍ଟସ): ପୁନେରୀ ପଲଟନ ପ୍ରୋ କବାଡି ଲିଗ୍ ର ରୋମାଞ୍ଚକର ମୁକାବିଲାରେ ତେଲୁଗୁ ଟାଇଟନ୍ସକୁ ପରାସ୍ତ କରିଛି । ପୁନେରି ପାଇଁ ମନଜିତ ୧୨, ସୁଶାନ୍ତ ସୈଲ ୧୧ ଏବଂ ସୁରଜିତ ସିଂହ ୭ ଟେକଲ ଅଙ୍କ କରିଥିଲେ । ପୁନେରିର ଏହି ବିଜୟ ସହିତ ୪୭ ଅଙ୍କ ହୋଇଯାଇଛି ଏବଂ ସେ ୮ମ ସ୍ଥାନରେ ରହିଛି । ସେହିପରି ଟାଇଣ୍ଟସ୍ ୪୦ ଅଙ୍କ ସହିତ ୧୧ତମ ସ୍ଥାନରେ ରହିଛି ।

Related posts

ଏମିଲିଆ ରୋମାଗନା ଗ୍ରାଣ୍ଡ୍ ପ୍ରିକ୍ସ ଜିତିଲେ ହାମିଲଟନ୍

Odisha Sports Bureau

ଡେନମାର୍କ ଜିମ୍ନାଷ୍ଟିକ୍ ବିଶ୍ୱ ଚାମ୍ପିଅନସିପ୍ ୨୦୨୧ ଆୟୋଜନ କରିବ ନାହିଁ

Odisha Sports Bureau

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

Odisha Sports Bureau