Cricket

ଦ୍ୱିତୀୟ ଦିନିକିଆ, ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ଭାରତ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପ୍ରଥମ ଦିନିକିଆ ଜିତିବା ପରେ ଟିମ୍ ଇଣ୍ଡିଆ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ୱାର୍ଲ୍ଡ କପ୍ ଟିମରେ ସ୍ଥାନ ପାଇବାକୁ ଦାବିଦାର ଥିବା କେତେକ ଖେଳାଳିଙ୍କ ନିମନ୍ତେ ଏହି ମ୍ୟାଚ ଦକ୍ଷତା ପ୍ରମାଣ କରିବାର ଆଉ ଏକ ସୁଯୋଗ ହେବ।

ୱାର୍ଲ୍ଡ କପ୍ ପୂର୍ବରୁ ଭାରତକୁ ଏବେ କେବଳ ଚାରୋଟି ଅନ୍ତର୍ଜାତୀୟ ଦିନିକିଆ ଖେଳିବାକୁ ଅଛି ଏବଂ ସେଥିରେ ପ୍ରଦର୍ଶନ ଭିତ୍ତିରେ ଖେଳାଳି ଚୟନ କରାଯିବ। ଓପ୍ନର ଶିଖର ଧୱନ୍ ହାଇଦ୍ରାବାଦ ଦିନିକିଆରେ ଫେଲ୍ ମାରିଥିଲେ ହେଁ, ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଯଦି ଧୱନ୍ ପୁନର୍ବାର ସୁଯୋଗ ପାଆନ୍ତି, ତାହେଲେ ରାହୁଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ ।

Related posts

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକାଙ୍କୁ ହୃଦୟରୁ ପ୍ରଶଂସା କରି କହିଛନ୍ତି, “ସେ ମୋ ଜୀବନରେ ଆସିବା ପରଠାରୁ ସବୁ କିଛି ବଦଳିଯାଇଛି”

Odisha Sports Bureau

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau

ଆଇପିଏଲ୍‌-୨୦୨୨: ମୋଟ ୭୦ ମ୍ୟାଚ୍‌ରୁ ମୁମ୍ବାଇରେ ୫୫, ପୁଣେରେ ୧୫ ମ୍ୟାଚ୍‌

Odisha Sports Bureau