Cricket

ପର୍ଥ ଟେଷ୍ଟର ଚତୁର୍ଥ ଦିନ ଭାରତ ଆଗରେ ୨୮୭ର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନ । ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସ୍ରେ ୨୪୩ ରନ୍ କରି ଅଲ୍ଆଉଟ୍ ହେବା ପରେ ଭାରତ ଆଗରେ ବିଜୟ ଲକ୍ଷ୍ୟ ରହିଛି ୨୮୭ ରନ୍ । ପେସ୍ ବୋଲର ମହମ୍ମଦ ସାମିଙ୍କ ଦମ୍ଦାର ବୋଲିଂ ଫଳରେ ଭାରତ ଆଜି ଖୁବ୍ ଶୀଘ୍ର ଘରୋଇ ଦଳର ଓ୍ଵିକେଟ୍ଗୁଡ଼ିକୁ ଦଖଲ କରି ପାରିଥିଲା । ସାମି ୫୬ ରନ୍ ଦେଇ ୬ ଓ୍ଵିକେଟ୍ ଦଖଲ କରିଛନ୍ତି । ଯଶପ୍ରୀତ ବୁମରା ୩୯ ରନ୍ରେ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।

ଏବେ ଦେଖିବାର କଥା ପର୍ଥ ପିଚ୍ରେ ଶେଷ ଇନିଂସ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ କିଭଳି ପ୍ରଦର୍ଶନ କରୁଛନ୍ତି ।

Related posts

ଦିସ ଇଜ ମାହି ଲୁକ

Odisha Sports Bureau

ଆଇପିଏଲ ୨୦୧୯, କେଉଁ ଦଳ ଆଗରେ

ବିଦାୟକାଳୀନ ମ୍ୟାଚ ଖେଳିବେନି କୋହଲି

Odisha Sports Bureau