Cricket

ପାକିସ୍ତାନ ସହ ଭାରତ ଖେଳିବ କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ

(ଓଡିଶା ସ୍ପୋର୍ଟ): ପୁଲୱାମା ଆତଙ୍କବାଦୀ ହମଲା ପରେ ଏବେ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚ ହେବ କି ନାହିଁ, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଆଇପିଏଲ୍ ଅଧ୍ୟକ୍ଷ ତଥା ପୂର୍ବତନ ବିସିସିଆଇ ସଦସ୍ୟ ରାଜୀବ ଶୁକ୍ଳା ନିଜ ବୟାନରେ କହିଛନ୍ତି କି କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିଲା ପର୍ୟ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ସମ୍ଭବ ନୁହେଁ ବୋଲି ପୁଲଓ୍ବାନା ଆତଙ୍କବାଦୀ ଆକ୍ରମଣ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଅଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି। କ୍ରୀଡ଼ା ସବୁଠାରୁ ଊର୍ଦ୍ଧ୍ୱରେ ରହିବା ଉଚିତ। କିନ୍ତୁ ଯଦି କେହି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ତାହାର ପ୍ରଭାବ କ୍ରୀଡ଼ା ଉପରେ ନିଶ୍ଚିତ ପଡ଼ିବ। ଆମ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ। ସରକାର ଅନୁମତି ନ ଦେଲେ, ଆମେ ପାକିସ୍ତାନ ସହ ଖେଳିବୁ ନାହିଁ । ତେବେ ବିଶ୍ୱକପରେ ପାକିସ୍ତାନ ସହ ଭାରତୀୟ ଦଳ ଖେଳିବ କି ନାହିଁ, ସେ ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି ଶୁକ୍ଲା।

Related posts

ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି ବିରାଟ କୋହଲିଙ୍କ ଟିମ୍‌

Odisha Sports Bureau

୧୩ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ

Odisha Sports Bureau

ଅଭିଷେକ ଶର୍ମାଙ୍କ ଦୁର୍ବଳତା ତାଙ୍କ ଡାହାଣ କାନରେ ଲୁଚି ରହିଛି, ଖରାପ ସମୟ ଆରମ୍ଭ ହୋଇଗଲାଣି କି?

Odisha Sports Bureau