Cricket

ପ୍ରଥମ ଟି -୨୦ ଭାରତୀୟ ମହିଳା ଦଳ ଆଗରେ ୧୬୦ ରନ୍ ରେ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ଆଜି ପ୍ରଥମ ଟି-୨୦ ମ୍ୟାଚ ନ୍ୟୁଜିଲାଣ୍ଡର ଓ୍ଵଲିଂଟନ ପ୍ରଥମେ ଭାରତ-ନ୍ୟୁଜିଲାଣ୍ଡ ମହିଳା ଏବଂ ପରେ ପୁରୁଷ ଦଳ ମଧ୍ୟରେ ମୁକାବିଲା ରହିଛି । ବର୍ତ୍ତମାନ ମହିଳା ଦଳର ମ୍ୟାଚ୍ ଚାଲିଛି ।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ମହିଳା ଦଳ । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଛି । ଦଳ ପରୁ ଓପ୍ନର ସୋଫି ଡିଭାଇନ୍ ୬୨, ସାଟର୍ଥେଓ୍ଵଟ୍ ୩୩ ଏବଂ କେଟି ମାର୍ଟିନ୍ ଅପରାଜିତ ୨୭ ରନ୍ କରିଥିଲେ । ପରେ ୧୫ ଓଭର୍ ସୁଦ୍ଧା ଭାରତୀୟ ଦଳ ୫ଟି ଓ୍ଵିକେଟ୍ ହରାଇ ୧୧୧ ରନ୍ କରିଥିଲା ।ପୁନିଆ ୪ ଏବଂ ଜୋରଦାର ଫର୍ମରେ ଥିବା ସ୍ମୃତି ମନ୍ଧାନା ୫୮ ଓ ଜେମିମା ରଡ୍ରିଗୁଏଜ୍ ୩୯ ରନ୍ କରି ଆଉଟ୍ ହୋଇଛନ୍ତି ।

Related posts

ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତ

Odisha Sports Bureau

ମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ

Odisha Sports Bureau

ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି

Odisha Sports Bureau