Cricket

ସୁପର-୪ରେ ବର୍ଷା ସାଜିବ କି ବାଧକ?

ପାକିସ୍ତାନରେ ଆଜି ଏସିଆ କପ୍‌ର ସୁପର-୪ର ପ୍ରଥମ ମୁକାବିଲା ଶେଷ ହୋଇଛି। ଏବେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମୁକାବିଲା ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ। ତେବେ ସବୁଠୁ ଚଡ଼ ଚିନ୍ତାର କାରଣ ଥିଲା ସେଠାକାର ପାଣିପାଗ। କାରଣ ଗତ କିଛି ଦିନ ହେବ ସେଠାରେ ଲଗାତାର ବର୍ଷା ହେଉଛି। ତେବେ ଏହା ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ସୁପର-୪ ମୁକାବିଲାରେ ବର୍ଷା ବାଧକ ସାଜିବ ନାହିଁ। ଏହି ଖୁସି ଖବର ଦେଇଛି ଶ୍ରୀଲଙ୍କା ପାଣିପାଗ ବିଭାଗ।

Related posts

ନିଷ୍ପତ୍ତି ବଦଳାଇଲେ ତମିମ୍, ନେବେ ନାହିଁ ଅବସର

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ

ଖୁବଶୀଘ୍ର ଟିମ୍ ଘୋଷଣା କରିବ ଭାରତୀୟ ଦଳ

Odisha Sports Bureau