Swimming

୫୦ ମିଟର ବେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ଦିବ୍ୟା ଏବଂ ଖାଡେ

(ଓଡିଶା ସ୍ପୋର୍ଟ): ଏସିଆ ଖେଳରେ ବ୍ରୋଞ୍ଜ ପଦକ ବିଜେତା ବିରଧବଲ ଖାଡେ ଏବଂ ଦିବ୍ୟ ସତିଜା ସିନିୟର ରାଷ୍ଟ୍ରିୟ ସନ୍ତରଣକାରୀ ଚମ୍ପିଆନସିପରେ ନିଜର ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ହରିଆଣାର ପ୍ରତିନିଧିତ୍ୱ କରୁଥିବା ୨୩ ବର୍ଷିୟ ଦିବ୍ୟା ୫୦ ମିଟର ବ୍ରେଷ୍ଟଷ୍ଟୋକ୍ ବିଭାଗରେ ୨୮.୩୩ ସେକେଣ୍ଡ୍ ସମୟ ସହିତ ବିଜୟ ହାସଲ କରି ନିଜର ଦୁଇବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହି ବିଭାଗରେ ବିରଧବଲ ୨୪.୧୯ ସେକେଣ୍ଡ ସହିତ ଚମ୍ପିଆନ୍ ହୋଇଛନ୍ତି । ସେ ପୂର୍ବ ବର୍ଷରେ କରିଥିବା ରେକର୍ଡ ୨୪.୨୬ ସେକେଣ୍ଡରେ ପରିବର୍ତ୍ତନ ଆଣିଛନ୍ତି । କର୍ଣ୍ଣଟକର ରିଲେ ଟିମ୍ ଚାରି ଗୁଣା ୧୦୦ ମିଟର ମେଡଲେ ରିଲେରେ ଦିନର ତୃତୀୟ ରେକର୍ଡ କରିଛନ୍ତି ।

Related posts

ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା ପ୍ରଥମ ମହିଳା ଚାମ୍ପିଅନ୍ ଓଡ଼ିଶାର ଅଞ୍ଜଳି ମୁଣ୍ଡା

Odisha Sports Bureau

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

Odisha Sports Bureau

ରାମେଶ୍ଵର ଷ୍ଟାଡିୟମ୍ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହେଲା ସନ୍ତରଣ ପ୍ରତିଯୋଗିତା