Cricket

ଏଲିଫାଣ୍ଟ ୱିସପର୍ସକୁ ୯୫ ତମ ଏକାଡେମୀ ପୁରସ୍କାରରେ ବେଷ୍ଟ ସର୍ଟ ପାଇଁ ଓସ୍କାର ମିଳିଛି

ମୁମ୍ବାଇ: ଓସ୍କାର ବିଜେତାଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସା । ବୋମେନ ଓ ବେଲିଙ୍କୁ ଗିପ୍ଟ କଲେ ୭ନଂ ଜର୍ସି । ଏଲିଫାଣ୍ଟ ୱିସପର୍ସକୁ ୯୫ ତମ ଏକାଡେମୀ ପୁରସ୍କାରରେ ବେଷ୍ଟ ସର୍ଟ ପାଇଁ ଓସ୍କାର ମିଳିଛି । ତେବେ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ରିଅଲ ଲାଇଫ୍ ହାତୀ ଯନô୍କାରୀ ବୋମନ ଏବଂ ବେଲି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭେଟିଥିଲେ । ଧୋନିଙ୍କ ଫ୍ୟାନ ଫଲୋଇଂ କାହାଣୀ ସମୟ ସମୟରେ ଦେଖିବାକୁ ମିଳେ । ତେବେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହାତୀମାନଙ୍କର ତଦାରଖକାରୀ ବୋମାନ ଏବଂ ବେଲି ମଧ୍ୟ ଯୋଗ ଦେଇଥିଲେ ।ସେଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏମଏସ ଧୋନି ତାଙ୍କ ଜର୍ସିକୁ ଉପହାର ଦେଇ ତାଙ୍କୁ ସମ୍ମାନିତ କରୁିଥିଲେ । ଏହା ବ୍ୟତୀତ ହାତୀମାନଙ୍କ ଯନô୍ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସର ଏକ ଚେକ ମଧ୍ୟ ଦିଆଯାଇଥିଲା । ଏନେଇ ଟିମ ଇଭେଣ୍ଟରୁ କିଛି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମ ହୃନ୍ଦୟ ଜିତିଥିବା ଦଳକୁ ଶୁଭେଚ୍ଛା । ବୋମନ୍ ବେଲି ଏବଂ ଚଳଚ୍ଚିତ୍ର ନିର୍ମାତା କିର୍ତ୍ତିକୀ ଗୋନସାଲଭସ୍ ଆୟୋଜନ କରିବା ବହୁତ ଭଲ ଅଟେ’ ।

Related posts

ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ବିଜୟ ହାସଲ କଲା ଭାରତ

Odisha Sports Bureau

ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

Odisha Sports Bureau

ବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକ

Odisha Sports Bureau