More Sports

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

(ଆଦର୍ଶ ରାଉତ): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡ଼ିୟମ୍ରେ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା ୩ ବର୍ଷରେ ପହଞ୍ଚିଛି । ଏହା ପ୍ରଥମଥର ପାଇଁ ଭାରତରେ ହେବାକୁ ଯାଉଛି । ପୂର୍ବରୁ ଦୁବାଇରେ ଏବଂ ୟୁଏପିରେ ହୋଇଥିଲା । ଚଳିତ ବର୍ଷ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ୍ ୧୨ ଟି ଦେଶ ଭାଗ ନେବେ । ଆଜି ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ଭାରତ ଓ ୟୁଏପି ମଧ୍ୟରେ ଖେଳାଯିବ ।

Related posts

ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା

ଖେଲୋ ଇଣ୍ଡିଆ, ଓଡ଼ିଶାକୁ ସ୍ୱର୍ଣ୍ଣ

Odisha Sports Bureau

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau