Football

ଆଇ ଲିଗ୍ : ଶିଲାଁଙ୍ଗ ଲାଯୋଙ୍ଗକୁ ୨-୧ରେ ହରାଇ ନେରୋକା ଅଙ୍କତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା

(ଓଡିଶା ସ୍ପୋର୍ଟ):ଫେଲିକ୍ସ ଚୀଦି ଏବଂ ଫରାଙ୍ଗକି ବୁଆମଙ୍କ ଗୋଲ ସାହାଯ୍ୟରେ ନେରୋକା ଆଇଲିଗ୍ ମୁୁକାବିଲାରେ ରବିବାର ଦିନ ଲାଯୋଙ୍ଗକୁ ୨-୧ରେ ହରାଇ ଦ୍ୱିତୀୟ ବିଜୟର ଆଭାଷ କରିଛନ୍ତି । ଏହି ବିଜୟ ସହିତ ନେରୋକା ୬ଗୋଟି ମ୍ୟାଚ୍ରେ ୮ଅଙ୍କ ସହିତ ଦଶମ ସ୍ଥାନରେ ରହିଛନ୍ତି । ଚୀଦି ମ୍ୟାଚ୍ ର ୩୩ ମିନିଟ୍ରେ ନେରୋକା ପାଇଁ ପ୍ରଥମ ଗୋଲ କରିଥିଲେ, ଯେତେବେଳେ କି ବୁଆମ ୪୮ ମିନିଟରେ ଟିମକୁୁ ଆଗକୁ ବଢିବାରେ ଦୁଇଗୁୁଣିତ କରିଥିଲା । ଲାଯୋଙ୍ଗ ପାଇଁ ସୁଭାଷ ସିଂହ ୮୩ ମିନିଟରେ ଗୋଲ୍ କରି ବିପକ୍ଷ ଟିମକୁୁ ଆଗକୁ ବଢିବାରେ ଅଙ୍କୁଶ ଲଗାଇଥିଲେ ।

Related posts

FIFA ବିଶ୍ୱକପ୍ 2026 ନକଆଉଟ୍ ରାଉଣ୍ଡ: ବଡ଼ ମୁକାବିଲାରେ ବ୍ରାଜିଲ୍–ଜାପାନ, ଜର୍ମାନୀ–ପାରାଗୁଏ

ଫିଫା ବିଶ୍ୱକପ୍ ୨୦୨୬: କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ

କଳିଙ୍ଗରେ ନେରୋକା- ଆରୋଜ୍ ଭେଟ

Odisha Sports Bureau