Hockey

ପରସ୍ପରକୁ ଭେଟିବେ ଜର୍ମାନୀ-ନେଦରଲାଣ୍ଡ ଓ ପାକିସ୍ଥାନ-ମାଲେସିଆ

(ଓଡିଶା ସ୍ପୋର୍ଟ): ଓଡ଼ିଶା ପୁରୁଷ ହକି ବିଶ୍ୱକପର ଅଷ୍ଟମ ଦିନରେ ପୁଲ – ଡିରେ ୨ଟି ମ୍ୟାଚ ଖେଳାଯିବ ପରସ୍ପରକୁ ଭେଟିବେ ୟୁରୋପୀୟ ଶକ୍ତି ଜର୍ମାନୀ ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହେବ ଦ୍ୱିତୀୟ ମ୍ୟାଚ୍ ପାକିସ୍ଥାନ ଓ ମାଲେସିଆ ମଧ୍ୟରେ ଲଢେଇ ହେବ ।

୩ ପଏଂଟ ହାସଲ କରିସାରିଥିବା ଜର୍ମାନୀ ଓ ନେଦରଲାଣ୍ଡ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଜିର ମ୍ୟାଚରେ ବିଜୟୀ ଦଳ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବ ।

ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ହେବାର ରହିଥିବାବେଳେ ପାକିସ୍ତାନଠାରୁ ବହୁ ପଛରେ ରହିଥିବା ମାଲେସିଆ ବିଜୟ ହେବାକୁ ଆଜିର ମ୍ୟାଚରେ ଚେଷ୍ଟା କରିବ ।

ଗତକାଲି ହୋଇଥିବା ମ୍ୟାଚରେ ଇଂଲଣ୍ଡକୁ ୩-୦ରେ ହରାଇବା ସହ ୬ ପଏଂଟ ହାସଲ କରି ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିପାରିଛି ।

Related posts

ଓଡିଆ ଖେଳାଳୀଙ୍କୁ ଭେଟିଲେ ୫ଟି ସଚିବ

Odisha Sports Bureau

ମଣିପୁର ହକି ଦଳର ସଂଘର୍ଷ

ହକି ପୁରୁଷ ବିଶ୍ଵକପ ପାଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଉଦଯାପିତ

Odisha Sports Bureau