Hockey

ପୁରୁଷ ହକି ବିଶ୍ୱ କପରେ ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ୍

(ଓଡିଶା ସ୍ପୋର୍ଟ): ପୁରୁଷ ହକି ବିଶ୍ୱ କପର ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ ଖେଳାଯିବ। ମଙ୍ଗଳବାର ଅପରାହ୍ନ ୪ . ୪୫ରେ ବେଲଜିୟମ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସଂଧ୍ୟା ୭ ଟାରେ ମୁହାଁମୁହିଁ ହେବେ ନେଦରଲାଣ୍ଡ ଓ କାନାଡା । ଆଜିର ଦ୍ୱିତୀୟ ମ୍ୟାଚରେ ବିଜେତା ହେବା ଦଳ ଗୁରୁବାର ହେବାକୁ ଥିବା କ୍ୱାର୍ଟର ଫାଇନାଲରେ ଭାରତ ସହ ଲଢେଇ କରିବ। ତେବେ ଏହି ମ୍ୟାଚରେ ଭାରତୀୟ ଦଳର ପ୍ରତିନ୍ଦ୍ୱନ୍ଦୀ ନିର୍ଣ୍ଣୟ ହେବ । ଗତକାଲି ପ୍ରଥମ କ୍ରସ ଓଭରର ଦୁଇଟି ମ୍ୟାଚ ଖେଳାଯାଇଥିବାବେବେଳେ ଇଂଲଣ୍ଡ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ଆସନ୍ତାକାଲି ହେବାକୁ ଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଓ ଆର୍ଜେଂଟିନା ମଧ୍ୟରେ ମୁକାବିଲା ହେବ ଓ ଫ୍ରାନ୍ସ ଦଳ ଅଷ୍ଟ୍ରେଲିଆ ଦଳକୁ ଭେଟିବ ।

Related posts

ଦର୍ଶକଙ୍କ ସହ ଝୁମିଲେ ଓ ଗୀତ ଗାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

Odisha Sports Bureau

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau

ନୂଆ ରୂପରେ ଓଡିଶାକୁ ଫେରୁଛି ହକି

Odisha Sports Bureau