Cricket

ଦ୍ୱିତୀୟ ଟି୨୦, ଟସ ଜିତି ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ

(ଓଡିଶା ସ୍ପୋର୍ଟ): ଆଜି ସ୍ଥାନୀୟ ଇଡେନ ପାର୍କଠାରେ ନ୍ୟୁଜିଲାଣ୍ଡ ଓ ଭାରତୀୟ ଦଳ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତୀୟ ଦଳକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆରେ କୌଣସି ପରିବର୍ତ୍ତନ ହୋଇନାହିଁ।ଭାରତ ଯେମିତି ହେଲେ ମ୍ୟାଚ ଜିତି ସିରିଜକୁ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିବ।

Related posts

ଶ୍ରେୟସ ଆୟରଙ୍କୁ ଏବେ ପୁଣି ଥରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିବ, କେବଳ ଏହି ସର୍ତ୍ତରେ

Odisha Sports Bureau

ବାରବାଟୀ ମହାମୁକାବିଲା: ୧୦୦ ପ୍ରତିଶତ କ୍ଷମତାରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିଁ କୌଣସି ଆଇପିଏଲ ମ୍ୟାଚ

Odisha Sports Bureau