Cricket

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛି ରୋହିତ ବାହିନୀ । ଲୋକ କଲ୍ୟାଣ ମାର୍ଗ ୭ ରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭାରତୀୟ ଟିମ ବ୍ରେକଫାଷ୍ଟ କରିବେ । ଭାରତୀୟ ଟିମ ସ୍ୱଦେଶ ଫେରିବା ପରେ ପ୍ରଥମେ ହୋଇଲ ଯାଇଥିଲା । ହୋଇଟେରେ ଭବ୍ୟ ସ୍ୱାଗତ ପରେ ଦଳ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି । ଟିମ ମୋଦିଙ୍କୁ ସାକ୍ଷାତ କରିବା ପରେ ମୁମ୍ବାଇ ଯିବ । ସେଠାରେ ଓପନ ବସରେ ନରିମନ ପଏଣ୍ଟରୁ ୱାଙ୍ଗଡେ ଷ୍ଟାଡିୟମ ପର୍କ୍ଷ୍ୟନ୍ତ ବିଜୟ ଶୋଭାଯାତ୍ରା ହେବ । ଭାରତୀୟ ଦଳ ଟି ୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ଆଜି ସକାଳେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ । ଏହାପରେ ଦିଲ୍ଲୀର ଆଇଟିସି ମୋର୍ଯ୍ୟରେ ପହଞ୍ଚିଥିଲା ଦଳ । ସେଠାରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

Related posts

ଆଜି ମୁକାବିଲାରେ  ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

Odisha Sports Bureau

ଭାରତକୁ ୨୭୭ ଟାର୍ଗେଟ , ଟସ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲା ଭାରତ

Odisha Sports Bureau

ମାଇକେଲ ଭନଙ୍କ ଟ୍ୱିଟର ଉତ୍ତର ଦେଲେ ଭାରତୀୟ କ୍ରିକେଟ ଫ୍ୟାନ

Odisha Sports Bureau