Hockey

ମାଲେସିଆ ଗସ୍ତରେ ୪ ଓଡ଼ିଆ ମହିଳା ହକି ଖେଳାଳି

(ଓଡିଶା ସ୍ପୋର୍ଟ): ଆସନ୍ତା ଏପ୍ରିଲ୪ରୁ୧୧ତାରିଖ ପର୍ୟ୍ୟନ୍ତ ମାଲେସିଆରେ ମହିଳା ହକି ଦଳ ଅନୁଷ୍ଠିତହେବ । ଏଥିପାଇଁ୧୮ଜଣିଆ ଦଳ ଘୋଷଣା କରାଯାଇଛି । ଭାରତୀୟ ମହିଳା ହକିଦଳ ସେଠାରେ ୫ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି୧୮ଜଣିଆ ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି।ସେମାନେ ହେଲେ ଦୀପଗ୍ରେସଏକ୍କା, ଲିଲି ମାମିଞ୍ଜ, ସୁନୀତା ଲାକ୍ରା ଏବଂ ରସ୍ମିତା ମିଞ୍ଜ। ଦୀପଗ୍ରେସ ଦଳର ଉପ ଅଧିନାୟିକା ଅଛନ୍ତି।ନିୟମିତ ଅଧିନାୟିକାରାଣୀ ଦଳରେ ନ ଥିବାରୁ ତାଙ୍କ ସ୍ଥାନରେ ଗୋଲ ରକ୍ଷିକା ସବିତା ଦଳର ନେତୃତ୍ୱ ନେବେ।

Related posts

ମଡେଲଙ୍କ ପାଇଁ ସାନିଆଙ୍କୁ ଛାଡିଲେ ସୋଏବ

Odisha Sports Bureau

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

Odisha Sports Bureau

ହକି ଇଣ୍ଡିଆ ଲିଗ୍;ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ

Odisha Sports Bureau