Cricket

ଆଜି ବାଙ୍ଗାଲୋର ମୁମ୍ୱାଇ ମୁକାବିଲା

(ଓଡିଶା ସ୍ପୋର୍ଟ): ଆଜି ଆଇପିଏଲ ସିଜିନ୧୨ର ସପ୍ତମ ମ୍ୟାଚରେ ବିରାଟଙ୍କ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ହିଟ୍ମ୍ୟାନ ରୋହିତଙ୍କ ମୁମ୍ୱାଇଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବା ଉଭୟ ଦଳ ନିଜର ବିଜୟ ଖାତା ଖୋଲିବାକୁ ଆପ୍ରାଣ ଚେଷ୍ଟା କରିବେ । ଉଭୟ ଦଳପୂର୍ବ ମ୍ୟାଚ ହାରି ସାରିଥିବା ବେଳେ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲରେ ପଏଣ୍ଟ ଆଡ କରିବାକୁ ଚାହିଁବେ।

ରୋହିତଙ୍କ ମୁମ୍ୱାଇଇଣ୍ଡିଆନ୍ସ ତାର ପ୍ରଥମ ମୁକାବିଲାରେ ଦିଲ୍ଲୀକ୍ୟାପିଟାଲ୍ସ ଠାରୁ ହାରିଥିବା ବେଳେ କୋହଲିଙ୍କର ୟାଲଚ୍ୟାଲେଞ୍ଜ ର୍ସବାଙ୍ଗାଲୋର ଧୋନିଙ୍କ ସୁପରକିଙ୍ଗ୍ସ ଠାରୁ ହାରିଯାଇଥିଲା।ବିରାଟଙ୍କ ଦଳ ପାଇଁ କେବଳ ଗୋଟିଏ ପଜେଟିଭ୍କି ସେ ଏହି ମୁକାବିଲା ତାଙ୍କ ହୋମଗ୍ରାଉଣ୍ଡରେ ଖେଳିବେ।ଫଳତଃ ପିରିସ୍ଥିତି ଓ ଘରୋଇ ସମର୍ଥକଙ୍କ ଫାଇଦା ମିଳିପାରିବ।ଏହି ମୁକାବିଲା ରାତି ୮ଟା ରେଆରମ୍ଭ ହେବ।

Related posts

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

Odisha Sports Bureau

ରେକର୍ଡ଼ କଲେ ବିରାଟ

Odisha Sports Bureau

ଭାରତର ୨୩୮ ରନ୍‌ର ବିଶାଳ ସ୍କୋର, ଅଭିଷେକ ଶର୍ମାଙ୍କ ୮୪ ରନ୍‌ର ଧୂଆଁଧାର ଇନିଂସ

Odisha Sports Bureau