Cricket

ମହିଳା ଦଳର ତାଲିକା ପ୍ରକାଶକଲା BCCI

ବିସିସିଆଇ ତରଫରୁ ଭାରତୀୟ ମହିଳା ଦଳର ତାଲିକା ପ୍ରକାଶ ପାଇଛି । । ତାଲିକାରେ ଦେଖିବାକୁ ମିଲିଛି ଏ,ବି,ସି ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଯେଉଁଠାରେ କିଛି ଜଣଙ୍କୁ ସେହି ତିଲିକାରେ ନାମ ରହିଥିବା ବେଳେ ଅନ୍ୟ କିଛି ଜଣ ତାଲିକାରୁ ବାଦ ପଡିଛନ୍ତି । ତାଲିକାରେ ଥିବା ତିନେଟି କ୍ୟାଟେଗୋରି ମଧ୍ୟରେ କିଛି ଜଣଙ୍କୁ ପ୍ରମୋସନ ମିଳିଛି ।ତେବେ ଏ ରେ ମାତ୍ର ତିନିଜଣଙ୍କୁ ରଖାଯାଇଛି ।ଆଗରୁ ପୁନମ ଯାଦବ ଏ କ୍ୟଟେଗେରୀରେ ଥିଲେ କିନ୍ତୁ ଚଳିତ ବର୍ଷ ବାଦ ପଡିଛନ୍ତି । ବିସିସିଆଇ ତିନୋଟି କ୍ୟାଟେଗୋରି ମଧ୍ୟରେ ରହିଥିବା କ୍ରିକେଟର ମାନଙ୍କ ମଧ୍ୟରୁ ‘ଏ’ କ୍ୟାଟେଗୋର ଖେଳାଳୀ ପ୍ରତି ମ୍ୟାଚରେ ୫୦ଲକ୍ଷ ମିଳିବ । ‘ବି’ ଓ ‘ସି’ରେ ଥିବା ଖେଳାଳୀଙ୍କୁ ପ୍ରତି ମ୍ୟାଚରେ ୩୦ଲକ୍ଷ ଓ ୧୦ ଲକ୍ଷ ମିଳିବ ।
‘ଏ’- ରେ ଅଛନ୍ତି ହରମନପ୍ରିତ କୌର, ସ୍ମ୍ରିତୀ ମନ୍ଦନା,ଦିପ୍ତି ଶର୍ମା ।
‘ବି’- ରେଣୁକା ଠାକୁର,ଜେମିମା ରୋଡ୍ରିଗୁସ୍,ଶେଫାଳୀ ବର୍ମା,ରିଚା ଘୋସ, ରାଜେସ୍ୱରୀ ଗାଇକୱାଡ ଅଛନ୍ତି ।
‘ସି’ – ମେଘା ସିଂ, ଦେବିକା ବେଦ୍ୟ,ସାବିନେନି ମେଘନା,ଅଞ୍ଜଳୀ ସରଭାନୀ,ପୂଜା ବସ୍ତ୍ରକାର,ଶ୍ନେ ରାଣା,ରାଧା ଯାଦବ,ହରଲିନ୍ ଦେଓଲ,ୟସ୍ତିକା ଭାଟିଆ

Related posts

ଆଇପିଏଲ ୨୦୨୬ ସିଜିନ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ରୁ ଖେଳିବେନି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା !

Odisha Sports Bureau

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନର

Odisha Sports Bureau

ପଞ୍ଜାବର ଏହି ଦ୍ରୁତ ବୋଲରଙ୍କ ୩୬ ବର୍ଷ ବୟସରେ ପରଲୋକ

Odisha Sports Bureau