Cricket

ରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇ

ଚଳିତ ଆଇପିଏଲରେ ରାଜସ୍ଥାନ ରୋୟାଲଠାରୁ ଚେନ୍ନାଇ ୩୨ରନରେ ହାରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ କରିଥିଲା। ଜବାବରେ ସିଏସ୍କେ ପାଳି ୧୭୦/୬ରେ ଅଟକି ଯାଇଥିଲା। ପୂର୍ବରୁ ହୋଇଥିିବାର ମ୍ୟାଚରେ ଚେନ୍ନାଇକୁ ୩ ରନ୍ରେ ହରାଇଥି । ୨୦୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍କେ ପାଇଁ ରନ୍ ବାହାର କରିବାରେ ସମସ୍ୟା ହେଉଥିଲା। ସନ୍ଦୀପ ଶର୍ମା ଓ କୁଲଦୀପ ୟାଦବ ସିଏସ୍କେ ବ୍ୟାଟରଙ୍କୁ ହାତଖୋଲା ସଟ୍ ଖେଳିବାକୁ ସୁଯୋଗ ଦେଇନଥିଲେ। ଯାହାଫଳରେ ପାୱାରପ୍ଲେରେ ମାତ୍ର ୪୨ ରନ୍ ସଂଗ୍ରହ କରିବା ପରେ ଡେଭନ କନୱେ ଆଉଟ୍ ହୋଇଯାଇଥିଲେ। ଶିବମ ଦୁବେ ଶେଷ ପର୍ୟ୍ୟନ୍ତ ସଂଘର୍ଷ କରି ୨୯ ବଲ୍ରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ।

Related posts

ଚଳିତ ଆଇପିଏଲର ଅଷ୍ଟାଦଶ ମ୍ୟାଚ ଚଣ୍ଡିଗଡର ମୋହାଲିରେ ଖେଳାଯାଛ

Odisha Sports Bureau

ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଲେ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ୱିଲେ

Odisha Sports Bureau

ମୁମ୍ବାଇକୁ ହରାଇ ମଧ୍ୟପ୍ରଦେଶ ନୂଆ ରଣଜୀ ଚାମ୍ପିଅନ