Cricketଜାଡେଜାଙ୍କୁ କାଖେଇଲେ ଧୋନି, ଭାବୁକ ହେଲେ ଫ୍ୟାନ୍ସOdisha Sports BureauMay 30, 2023 by Odisha Sports BureauMay 30, 20230160 ଅହମଦାବାଦ: ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚେନ୍ନାଇ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ...
Cricketଆରମ୍ଭ ହେଲା ଆଇପିଏOdisha Sports BureauMay 29, 2023 by Odisha Sports BureauMay 29, 20230143 ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ବୋଲିଙ୍ଗର ନିସ୍ପତି ନେଇଛି ।ତେଣୁ ଗୁଜୁରାଟ କରୁଛି ବ୍ୟାଟିଙ୍ଗ । ଗତକାଲି ଆଇପିଏଲ ଫାଇନାଲ ମ୍ୟାଚରେ ରେ ବର୍ଷା ସାଜିଥିଲା ବାଧକ । ବର୍ଷା ପାଇଁ ମ୍ୟାଚ୍...
Cricketଶୁଭମନଙ୍କ ଛକାରେ ଖୁସିରେ ଝୁମିଲେ ମୁମ୍ବାଇ ଟିମOdisha Sports BureauMay 22, 2023 by Odisha Sports BureauMay 22, 20230136 କ୍ରିକେଟ ଏମିତି ଏକ ଖେଳ ତେବେଳେ କଣ ହବ ତାହା ଜଣାନାହିଁ । ନିଜ ଖେଳ ଠାରୁ ଅନ୍ୟ କେଳ ଉପରେ ନଜର ଥାଏ । ଆଇପିଏଲ ଶେଷ ମ୍ୟାଚରେ ଏହିପରି କିଛି ଦୃଶ୍ୟ...
Cricketନୂଆ ଜର୍ସିରେ ନଜର ଆସିବେ LSGOdisha Sports BureauMay 19, 2023 by Odisha Sports BureauMay 19, 20230157 ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଶନିବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ଦଳକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ।...
Cricketବିରାଟଙ୍କ ଦମଦାର ସତକପରେ ପତ୍ନୀଙ୍କୁ ଭିଡିଓ କଲOdisha Sports BureauMay 19, 2023 by Odisha Sports BureauMay 19, 20230153 ଆଇପିଏଲ୍ରେ ବିରାଟ କୋହଲିଙ୍କ ଦମ୍ଦାର ଶତକ । ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ବିରାଟ କୋହଲି ଶତକ ମାରିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍ କରିଥିଲେ । ବିରାଟଙ୍କ ଇନିଂସ ପରେ ପତ୍ନୀ...
Cricketମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତOdisha Sports BureauMay 18, 2023 by Odisha Sports BureauMay 18, 20230161 ମୁମ୍ବାଇ : ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚକୁ ଲକ୍ଷ୍ନୌ ୫ ରନ୍ ଜିତିନେଇଛି । ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ମୋହସିନ ଖାନ । ମୋହସିନ ଖାନ୍ଙ୍କ...
Cricketନେହଲ ୱାଧେରାଙ୍କ ଛକାମାଡରେ ଭାଙ୍ଗିଲା କାରର କାଚOdisha Sports BureauMay 12, 2023 by Odisha Sports BureauMay 12, 20230167 ମୁମ୍ବାଇ: ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ପାଇ ଇଣ୍ଡିଆନ୍ସ ବ୍ୟାଟର । ଛକା ମାରିବା ପରେ କମ୍ପାନୀର କ୍ଷତି ହୋଇଥିବା ବେଳେ ଖେଳାଳିଙ୍କୁ ଫାଇଦା ମିଳିବ । ଏହି ମ୍ୟାଚର ୧୧ ଓଭରରେ...
Cricketବିପକ୍ଷରେ ପାଣ୍ଡ୍ୟା ବ୍ରଦର୍ସOdisha Sports BureauMay 8, 2023May 8, 2023 by Odisha Sports BureauMay 8, 2023May 8, 20230171 ଚଳିତ ଆଇପିଲ କିଛିନା କିଛି କଥାକୁ ନେଇ ଚର୍ଚ୍ଚରେ ରହୁଛି ।ଚଳିତ ଆଇପଏଲ ପୁଣି ଏକ ଘଟଣା ଘଟିଛି ଯାହା ଆଇପିଏଲ ଇତିହାସରେ କେବେ ଘଟିନାହିଁ । ଗତ କାଲି ହୋଇଥିବା ରୋମାଞ୍ଚକର ମ୍ୟାଚ୍ରେଗୁଜରାଟ...
Cricket୪ୱିକେଟରେ ହାରିଲା ରାଜସ୍ଥାନOdisha Sports BureauMay 8, 2023 by Odisha Sports BureauMay 8, 20230156 ଜୟପୁର: ରବିବାରର ମ୍ୟାଚ ରାଜସ୍ଥାନର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ ୪ ୱିକେଟ୍ରେ ରାଜସ୍ଥାନକୁ ହରାଇଛି । ୨୧୫ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ଶେଷ ବଲ୍ରେ ହିଁ ବିଜୟୀ...
Cricketଚଳିତ ଆଇପିଏଲରେ ନୂଆ ରେକର୍ଡOdisha Sports BureauMay 4, 2023 by Odisha Sports BureauMay 4, 20230175 ନୂଆଦିଲ୍ଲୀ: ଚଳିତ ଆପିଏଲକୁ ସବୁବେଳେ କିଛନା କିଛି ନୂଆ ରେକର୍ଡ ସାମ୍ନାକୁ ଆସୁଛି ।ଏବେ ପୁଣି ଏକ ନୂଆ ରେକର୍ଡ ସାମନାକୁ ଆସିଛି ତହା ହେଉଛି ୨୦୦+ ସ୍କେର କରିଛି ।ଯାହାକି ଆଇପିଏଲ ଇତିହାସରେ...