Cricket

ଜାଡେଜାଙ୍କୁ କାଖେଇଲେ ଧୋନି, ଭାବୁକ ହେଲେ ଫ୍ୟାନ୍ସ

ଅହମଦାବାଦ: ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଚେନ୍ନାଇ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ତେବେ ଚେନ୍ନାଇ ସୁପର କିଙ୍ଗ୍ ବିଜୟ ମୁକୁଟ ପିନ୍ଧିଥିବା ବେଳେ ଖେଳ ସରୁ ସରୁ ଖୁସିରେ ରବୀନ୍ଦ୍ର ଜାଡ଼େଜାଙ୍କୁ କାଖେଇ ପକାଇଥିଲେ ମହେନ୍ଦ୍ର ସିଂହ ଧୋନି। ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଇପିଏଲ୍ର ଏହି ବିଶେଷ ମୂହୂର୍ତ୍ତକୁ ଦେଖି ପ୍ରଶଂସକଙ୍କ ଆଖିରେ ଲୁହ ଆସିଯାଉଛି। ଏହି ସମୟର ଭିଡିଓଟିକୁ ଆଇପିଏଲ୍ର ଟ୍ବିଟର୍ ପେଜ୍ରେ ସେୟାର୍ କରାଯାଇଛି।

Related posts

ବାଂଲାଦେଶ ପରେ ପାକିସ୍ତାନ ବି ବାହାରିପାରେ T20 ବିଶ୍ଵ କପରୁ, ସାମ୍ନାକୁ ଆସିଲା ନୂଆ ରିପୋର୍ଟ

Odisha Sports Bureau

ଟେଷ୍ଟ ସିରିଜରୁ ନାଁ ଫେରାଇଲେ ଇଶାନ କିଶାନ : ବ୍ୟକ୍ତିଗତ କାରଣୁ ନିଷ୍ପତ୍ତି

Odisha Sports Bureau

ଶ୍ରେୟସ୍‌ଙ୍କ ଉପରେ ରାଗିଲେ ପ୍ରୀତି ଜିଣ୍ଟା