Cricket

ଟିମ ଉପରେ ବର୍ଷିଲେ ବିରାଟ

କୋଲକାତା ଚାରୋଟି ମ୍ୟାଚହାରିବା ପରେ ଗତକାଲି ବାଙ୍ଗଲୋର ବିପକ୍ଷରେ ହୋଇଥିବା ମ୍ୟାଚରେ କୋଲକାତା ପ୍ରଥମ ବିଜୟ ହାସଲ କରିଛି ।ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଲା ଯାଇଥିଲା । ଗତକାଲି ଅରସିବିକୁ ଜିତିବାକୁ ୨୦୦ ରନ ଆବଶ୍ୟକ ଥିବା ବେଳେ ମାତ୍ର ୧୭୯ ରନ କରିଥିଲେ । ଗତ କାଲି ବିରାଟ ଅଦ୍ଧଶତକ କରିବା ସତ୍ୱେ ହାରର ସାମ୍ନା କରିବାକୁ ପଡିଥିଲା ବାଙ୍ଗାଲୋରକୁ । ହାରିବା ପରେ ବିରାଟ କହିଛନ୍ତି, ସତ କହିବାକୁ ଗଲେ ଆମେ ତାଙ୍କୁ ଜିତିବାକୁ ଅନୁମତି ଦେଇଥିଲୁ। ଆମେ ସେମାନଙ୍କୁ ବିଜୟ ଉପହାର ଦେଲୁ ଜ୍ଝ ଆମେ ଆମର ସାମର୍ଥ୍ୟ ଅନୁଯାୟୀ ଖେଳି ପାରିଲୁ ନାହିଁ ଜ୍ଝ ଆମେ ପାଇଥିବା ସୁଯୋଗକୁ ସଫଳତାରେ ପରିଣତ କରିପାରିଲୁ ନାହିଁ ଜ୍ଝ ଆମେ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡିଦେଇଥିବାରୁ କେକେଆର ୨୦ ରୁ ୨୫ ରନ୍ ଅଧିକ ସ୍କୋର କରିବାରେ ସଫଳ ହୋଇଥିଲା ଜ୍ଝ ଆମେ ଭଲ ଆରମ୍ଭ କରିଥିଲୁ ଜ୍ଝ କିନ୍ତୁ ଖରାପ ବଲଗୁଡିକରେ ଆମେ ୱିକେଟ୍ ହରାଇଥିଲୁ । ବିରାଟ କୋହଲି ଆହୁରି କହିଛନ୍ତି, ସ୍କୋରବୋର୍ଡରେ ଲକ୍ଷ୍ୟ କେତେ ଅଛି ଏବଂ ଏହାକୁ କିପରି ହାସଲ କରାଯିବ ଆମ ଖେଳାଳି ଜାଣିଥିଲେ । ଏହା ସତ୍ତ୍ୱେ ଏହି ଟାର୍ଗେଟକୁ ପଛରେ ପକାଇ ଆମେ ୱିକେଟ୍ ହରାଉଥିଲୁ। ଆମକୁ ଆରାମରେ ଖେଳିବା ବନ୍ଦ କରିବାକୁ ପଡିବ ଜ୍ଝ
ଗତ କାଲି ଏହି ମ୍ୟଚରେ ଏକ ଭିନ୍ନ ଦୃଷ୍ୟ ଦେଖିବାକୁ ମିଳିଥିଲା ।ଯେଉଁଠାରେ ଖେଳ ସରିବା ପରେ କେକେଆରର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ମ୍ୟାଚ ସରିବା ପରେ ବିରାଟଙ୍କ ପାଦ ଛୁଇଁଛନ୍ତି ରିଙ୍କୁ ।ଏହା ଦେଖି ତାଙ୍କର ଫନ୍ସମରନେ ଖୁବ ଖୁସି ହୋଇଛନ୍ତି ।

 

Related posts

ବିରାଟଙ୍କ ନୂଆ ରେକର୍ଡ଼ ୧୦ ହଜାର ରନ କ୍ଲବ୍ ରେ ସାମିଲ ହେଲେ ବିରାଟ

Odisha Sports Bureau

ଏସିଆ କପରେ ପୁଣି ବିବାହ କରିବେ ଶାହିନ ଆଫ୍ରିଦ

Odisha Sports Bureau

ଭାରତୀୟ ଦଳରୁ ବାଦ ପଡ଼ିଲେ ହାର୍ଦ୍ଦିକ

Odisha Sports Bureau