Hockey

ଆସନ୍ତାକାଲିଆଜଲାନଶାହାକପହକିଟୁର୍ଣ୍ଣାମେଣ୍ଟଫାଇନାଲ

(ଓଡ଼ିଶା ସ୍ପୋର୍ଟ):ଆସନ୍ତାକାଲିସୁଲତାନଆଜଲାନଶାହ କପ ହକି ଟୁର୍ଣ୍ଣାମେଣ୍ଟରଫାଇନାଲ ମ୍ୟାଚ । ଫାଇନାଲରେ ଭାରତର ମୁକାବିଲା ହେବ କୋରିଆ ସହିତ।ଗତକାଲି ରାଉଣ୍ଡର ବିନଲିଗର ଶେଷ ମ୍ୟାଚ ରେଭାରତ ଶୋଚନୀୟ ଭାବେ୧୦୦ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଥିଲା।ପ୍ରମୁଖ ଟାଇଟଲ ଦାବିଦାର ମନପ୍ରୀତସିଂହଙ୍କ ଭାରତୀୟ ଦଳ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛି। ଗତକାଲି ର ମ୍ୟାଚରେ ଦୁର୍ବଳ ପୋଲାଣ୍ଡ ବିପକ୍ଷରେ ମନଇଚ୍ଛା ଗୋଲକରି ମଧ୍ୟାନ୍ତର ସୁଦ୍ଧା ଭାରତ ୬୦ ରେ ଆଗୁଆ ଥିଲା। ମନଦୀପସିଂହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ ଏ ପର୍ୟ୍ୟନ୍ତ ବ୍ୟକ୍ତିଗତ ଭାବେ ୭ଟି ଗୋଲ ଦେଇ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ହୋଇଛନ୍ତି।

Related posts

ଓଡ଼ିଶା ପୁରୁଷ ହକି ବିଶ୍ୱକପ ସେମିଫାଇନାଲ

Odisha Sports Bureau

ହକି ମହାକୁମ୍ଭ ,କଳିଙ୍ଗ ଷ୍ଟାଡ଼ିୟମ ପାଇଁ କଟକଣା ଜାରି

Odisha Sports Bureau

ଉତ୍ତର ପ୍ରଦେଶର ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ ସେମିଫାଇନାଲ୍‌ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ

Odisha Sports Bureau