Tennis

ମାଲେସିଆ ଓପନ୍,ସୁଙ୍ଗ୍ ଜିହ୍ୟୁନଙ୍କ ଠାରୁ ପରାସ୍ତ ହେଲେ ସିନ୍ଧୁ

(ଓଡ଼ିଶାସ୍ପୋର୍ଟ) : ଆଜି ମାଲେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍ ଭାରତୀୟ ଶଟ୍ଲର ପି.ଭି. ସିନ୍ଧୁ ଚାଲିଥିବା ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ସିନ୍ଧୁ ୧୮-୨୧, ୭-୨୧ ସିଧାସଳଖ ଗେମ୍ରେ ଦକ୍ଷିଣକୋରିଆର ସୁଙ୍ଗ୍ ଜିହ୍ୟୁନ ଙ୍କନିକଟରୁ ହାରିଯାଇଛନ୍ତି। ପୂର୍ବରୁ ପ୍ରଥମ ରାଉଣ୍ଡରେ ସିନ୍ଧୁ ୨୨-୨୦, ୨୧-୧୨ ରେଜାପାନର ଆୟାଓ ହୋରିଙ୍କୁ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ମହିଳା ଖେଳାଳି ସାଇନାନେହ୍ବାଲ ପ୍ରଥମ ରାଉଣ୍ଡରେ ହାରି ପୂର୍ବରୁ ପ୍ରତିଯୋଗିତାରୁ ବିଦାୟ ନେଇ ସାରିଛନ୍ତି।

Related posts

ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ମୁକାବିଲାରୁ ବୋପନ୍ନା ବାହାର

Odisha Sports Bureau

ୟୁଏସ୍ ଓପନ୍: ନୋଭାକ ଜୋକୋଭିକ୍ କ୍ରୋଧିତ ହୋଇ ଲାଇନ୍ ଜଜଙ୍କୁ ମାରିଲେ ବଲ୍

Odisha Sports Bureau

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau