Tennis Uncategorized

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

(ଓଡିଶା ସ୍ପୋର୍ଟସ): ରାଜକୁମାର ରାଜନାଥନଙ୍କୁ ୩-୯ ଫେବୃଆରୀ ମଧ୍ୟରେ ହେବାକୁ ଥିବା ଟାଟା ଓପନ ମହାରାଷ୍ଟ୍ରରେ ପୁରୁଷ ଏକକ ପାଇଁ ୱାଇଲ୍ଡ୍ କାର୍ଡ ଦିଆଯାଇଛିି । ଆୟୋଜକ ଲିଆଣ୍ଡର ପେସ୍ଙ୍କୁ ମଧ୍ୟ ଏହିଭଳି ପ୍ରବେଶ ଦେଇପାରନ୍ତି । ଦେଶର ଦୁଇ ଶୀର୍ଷ ଖେଳାଳି ପ୍ରଜନେସନ୍ ଗୁଣେଶ୍ୱରନ ଏବଂ ସୁମିତ୍ ନାଗଲ ସିଧା ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିନେଇଛନ୍ତି । ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେସକ ପ୍ରଶାନ୍ତ ସୁତାର କହିଛନ୍ତି, ‘ମୁଖ୍ୟ ଡ୍ର ରେ ଏକକ ପାଇଁ ତିନୋଟି ୱାଇଲ୍ଡ୍ କାର୍ଡ ଥିଲା । ଏହା ମଧ୍ୟରୁ ଆ ମେ ଗୋଟିଏ ରାମକୁମାରଙ୍କୁ ଦିଆଯାଇଛି । ଆମେ ଏବେ ଆଉ ଦୁଇଟି ୱାଇଲ୍ଡ କାର୍ଡ ବିଷୟରେ ନିଶ୍ପତି ନେଇନାହୁଁ । ପ୍ରଥମ ଥର ପାଇଁ ଭାରତର ଦୁଇ ଖେଳାଳିଙ୍କୁ ମୁଖ୍ୟ ଖେଳାରେ ସିଧା ପ୍ରବୋ ମିଳିଛି । ଆମେ ଚାହୁଁଚୁ କି କୌଣସି ଏସିଅ ବା ଭାରତିୟ ଟାଇଟଲ୍ ଜିତୁ ।

Related posts

ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେ

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau

ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି

Odisha Sports Bureau