More Sports

୪୬.୯୨ ସେକେଣ୍ଡରେ ୪୦୦ ମିଟର ବାଧା ଦୌଡରେ ଇତିହାସ ରଚିଲେ ୱାରହୋମ

(ଓଡିଶା ସ୍ପୋର୍ଟ): ନରୱେର କ୍ରସଟନ ବାରହୋମ ଯ୍ୟୁରିଚ୍ ଡାଇମଣ୍ଡ ଲିଗର ପୁରୁଷଙ୍କ ୪୦୦ ମିଟର ବାଧା ଦୌଡରେ ୪୬.୯୨ ସେକେଣ୍ଡ୍ ସମୟ ନେଇ ବିଜୟ ହାସଲ କରିଛନ୍ତି । ୨୩ ବର୍ଷିୟ ବିଶ୍ୱ ଚମ୍ପିଆନ ୱାରହାମ ଇତିହାସରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ସମୟ ବାହାରକଲେ । ସେ ଏହି ସମୟରେ ନିଜର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ୦.୨୦ ସେକେଣ୍ଡ୍ ସୁଧାର କରିଛନ୍ତି, କିନ୍ତୁ ମାତ୍ର ୦.୧୪ ସେକେଣ୍ଡରେ ଆମେରିକାର କେବିନ୍ ୟାଙ୍ଗ୍ଙ୍କ ବିଶ୍ୱ ରେକର୍ଡରୁ ଅଳ୍ପକେ ବର୍ତ୍ତିଗଲେ । ୟାଙ୍ଗ ୧୯୯୬ ମସିହାରେ ବର୍ସିଲୋନା ଅଲମ୍ପିକ୍ରେ ୪୬.୭୮ ସେକେଣ୍ଡ ସହିତ ବିଶ୍ୱ ଏବଂ ଅଲମ୍ପିକ୍ ରେକର୍ଡ କରିଥିଲେ ।

Related posts

ଖୋ ଖୋ ପାଇଁ ଓଡିଶା ସରକାରଙ୍କ ଆଶା

Odisha Sports Bureau

ଆଜି ଫାଇନାଲ ମ୍ୟାଚରେ ଦବଙ୍ଗ ଦିଲ୍ଲୀ-ବଙ୍ଗଳା ୱାରିିୟସ ମଧ୍ୟରେ ଟକ୍କର

Odisha Sports Bureau

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau