Tennis

ଏସିଆ ଚମ୍ପିଆନଶିପର ଫାଇନାଲରେ ଭାରତୀୟ ଜୁନିଅର ଟିଟି ଟିମ୍

(ଓଡିଶାସ୍ପୋର୍ଟସ ):  ଭାରତୀୟ ଟେବୁଳ ଟେନିସ୍ ଖେଳାଳୀ ଦକ୍ଷିଣ କୋରିଆ ସହିତ ରୋମାଞ୍ଚକର ମୁକାବିଲାରେ ୩-୨ ସେଟରେ ପରାସ୍ତ କରି ୨୨ତମ ଏସିଆ ଜୁନିୟର ଏବଂ କ୍ୟାଡେଟ୍ ଟେବୁଲ ଟେନିସ୍ ଚମ୍ପିଆନଶିପର ଫାଇନାଲରେ ପ୍ରବେଶ କରିନେଇଛନ୍ତି । ଏହା ସହିତ ନଭେମ୍ବରରେ ଥାଇଲାଣ୍ଡରେ ହେବାକୁ ଥିବା ବିଶ୍ୱ ଜୁନିଅର ଚମ୍ପିଆନଶିପ୍ ର ଟିକେଟ୍ ମଧ୍ୟ କାଟିଦେଇଛନ୍ତି । ଫାଇନାଲ ମ୍ୟାଚରେ ଭାରତର ସାମ୍ନା ଚୀନ୍ ସହିତ ହେବ ଯିଏ ଏକ ଅନ୍ୟ ମୁକାବିଲାରେ ଚୀନୀ ତାଇପେଭ୍କୁ ୩-୦ରେ ପରାସ୍ତ କରିଛନ୍ତି । ଭାରତୀୟ ଟିମ୍ରେ ମାନୁଷ ଶାହା, ରେଗନ ଅବ୍ଲୁକର୍କ ଏବଂ ଅନୁକ୍ରମ ଜୈନ ସାମିଲ ଅଛନ୍ତି ।

Related posts

ITF ଉଦଯାପନୀ ଉତ୍ସବ, ବିଜୟୀ କୋରିଆ ଟିମକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

Odisha Sports Bureau

ଇଣ୍ଡିଆନ୍ ୱେଲ୍ସ: ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଲେ ଥିଏମ୍

Odisha Sports Bureau