Cricket

ବିସିଆଇ ଇଛା ବିରୋଧରେ କଣ କରିଥିଲେ କାର୍ତ୍ତିକ, ଏହାପରେ କଣ କରିବାକୁ ହେଲା ତାଙ୍କୁ?

(ଓଡିଶାସ୍ପୋର୍ଟସ ):  ପ୍ରିମିୟର ଲିଗ ମ୍ୟାଚ ସମୟରେ ଟ୍ରିନବାଗୋ ନାଇଟ ରାଇର୍ଡସର ଡ୍ରେସିଂ ରୁମରେ କୋଲକାତା ନାଇଟ ରାଇର୍ଡରସର କ୍ୟାପ୍ଟେନ ଦିନେଶ କାର୍ତ୍ତିର୍ର୍କଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏହାକୁ ନେଇ ଦିନେଶ କ୍ଷମା ପ୍ରାର୍ଥନା କରିଥିଲେ ।
ଏ ସମ୍ପର୍କରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଇପିଏଲ ଫ୍ରାଂଚାଇଜି ଟିମଗୁଡିକୁ ବୁଝାଇବାକୁ ହେବା କି କୌରସି ଭାରତୀ ଖେଳାଳି ଏପରି କୌଣସି ବିଦେଶୀ ଲିଗ ସମୟରେ ଡ୍ରେସିଂଗ ରୁମରେ ଦେଖାଯିବା ଅନୁଚିତ । ସେ ଆହୁରି କହିଛନ୍ତି କାର୍ତ୍ତିକଙ୍କୁ ତାଙ୍କ ଭୁଲ ପାଇଁ ପ୍ରାୟଶ୍ଚିତ ହୋଇଛି । ସେ ବିସିଆଇର ଚୁକ୍ତିବଦ୍ଧ ଖେଳାଳି । ତେଣୁ ସେ ବିନା ସର୍ତରେ କ୍ଷମା ପ୍ରାର୍ଥନା କରିଥିଲେ । ଆଇପିଏ ଫ୍ରାଂଚାଇଜି ଗୁଡିକୁ ମଧ୍ୟ ଦେଖିବାକୁ ହେବ ଯେମିତି ଏଭଳି ସ୍ଥିତି ସୃଷ୍ଟି ନ ହୁଏ । କାରଣ କୌଣସି ବି ଭାରତୀୟ ଖେଳାଳିଙ୍କୁ କୌଣସି ବିଦେଶୀ ଲିଗ ସମୟରେ ଡ୍ରେସିଂ ରୁମ ଭାଗକରିବାର ଅନୁମତି ନାହିଁ ।

Related posts

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau

ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ମିଥାଲି ରାଜ

ମ୍ୟାନ୍ ଅଫ୍ ଦ ସିରିଜ୍ ମିଳିବା ପରେ ଉତ୍ସାହିତ ହୋଇ ଶିଶୁ ଫ୍ୟାନ୍ସଙ୍କୁୁୁ ନିଜ ବାହୁରେ ତୋଳି ଧରିଥିଲେ ଧାୱନ୍

Odisha Sports Bureau