Cricket

ବିସିଆଇ ଇଛା ବିରୋଧରେ କଣ କରିଥିଲେ କାର୍ତ୍ତିକ, ଏହାପରେ କଣ କରିବାକୁ ହେଲା ତାଙ୍କୁ?

(ଓଡିଶାସ୍ପୋର୍ଟସ ):  ପ୍ରିମିୟର ଲିଗ ମ୍ୟାଚ ସମୟରେ ଟ୍ରିନବାଗୋ ନାଇଟ ରାଇର୍ଡସର ଡ୍ରେସିଂ ରୁମରେ କୋଲକାତା ନାଇଟ ରାଇର୍ଡରସର କ୍ୟାପ୍ଟେନ ଦିନେଶ କାର୍ତ୍ତିର୍ର୍କଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏହାକୁ ନେଇ ଦିନେଶ କ୍ଷମା ପ୍ରାର୍ଥନା କରିଥିଲେ ।
ଏ ସମ୍ପର୍କରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଇପିଏଲ ଫ୍ରାଂଚାଇଜି ଟିମଗୁଡିକୁ ବୁଝାଇବାକୁ ହେବା କି କୌରସି ଭାରତୀ ଖେଳାଳି ଏପରି କୌଣସି ବିଦେଶୀ ଲିଗ ସମୟରେ ଡ୍ରେସିଂଗ ରୁମରେ ଦେଖାଯିବା ଅନୁଚିତ । ସେ ଆହୁରି କହିଛନ୍ତି କାର୍ତ୍ତିକଙ୍କୁ ତାଙ୍କ ଭୁଲ ପାଇଁ ପ୍ରାୟଶ୍ଚିତ ହୋଇଛି । ସେ ବିସିଆଇର ଚୁକ୍ତିବଦ୍ଧ ଖେଳାଳି । ତେଣୁ ସେ ବିନା ସର୍ତରେ କ୍ଷମା ପ୍ରାର୍ଥନା କରିଥିଲେ । ଆଇପିଏ ଫ୍ରାଂଚାଇଜି ଗୁଡିକୁ ମଧ୍ୟ ଦେଖିବାକୁ ହେବ ଯେମିତି ଏଭଳି ସ୍ଥିତି ସୃଷ୍ଟି ନ ହୁଏ । କାରଣ କୌଣସି ବି ଭାରତୀୟ ଖେଳାଳିଙ୍କୁ କୌଣସି ବିଦେଶୀ ଲିଗ ସମୟରେ ଡ୍ରେସିଂ ରୁମ ଭାଗକରିବାର ଅନୁମତି ନାହିଁ ।

Related posts

ବିରାଟ କୋହଲିଙ୍କୁ ଭେଟିବା ପରେ ଭାବପ୍ରବଣ ହେଲେ ବୈଭବ ସୂର୍ଯ୍ୟବଂଶୀ

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ

୫୬ ଟି ଟି -୨୦ ମ୍ୟାଚ ଖେଳି ଇତିହାସ କଲେ ସୁର୍ଯ୍ୟକୁମାର ଯାଦବ

Odisha Sports Bureau