Badminton

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

(ଓଡିଶା ସ୍ପୋର୍ଟ): ବିଶ୍ୱ ଚମ୍ପିଆନ ପି.ଭି ସିନ୍ଧୁ ମଙ୍ଗଳବାର ଦିନ ଡେନମାର୍କ ଓପନ ବ୍ୟାଡମିଣ୍ଟନ ଚମ୍ପିଆନଶିପର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆର ଗ୍ରେଗୋରିଆ ମାରସ୍କୋ ଟୁନଜଙ୍ଗଙ୍କୁ ୨୨-୨୦, ୨୧-୧୮ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁୁ ପାରୁୁପଲ୍ଲୀ ଥାଇଲାଣ୍ଡର ସିଥିକୋମ ଥମ୍ମାସିନ ୧୩-୨୧, ୧୨-୨୧ରେ ପରାଜିତ ହୋଇ ପ୍ରଥମ ପର୍ଯ୍ୟୟରେ ବାହାର ହୋଇଛନ୍ତି । ରିଓ ଅଲମ୍ପିକରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଅଗଷ୍ଟ ମ।।ସରେ ବିଶ୍ୱ ଚମ୍ପିଆନଶିପ ହେବାପରେ ଗତ ମାସରେ ଚୀନ ଓପନ ଏବଂ କୋରିଆ ଓପନରେ କ୍ରମଶଃ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଟୁର୍ଣ୍ଣମେଣ୍ଟରୁ ବାହାର ହୋଇଥିଲେ ।

Related posts

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

Odisha Sports Bureau

ମହିଳା ଡବଲ୍ସ ବର୍ଗରେ ଚାମ୍ପିୟନ ହେଲେ ସାନିଆ

Odisha Sports Bureau