Badminton

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

(ଓଡିଶା ସ୍ପୋର୍ଟ): ବିଶ୍ୱ ଚମ୍ପିଆନ ପି.ଭି ସିନ୍ଧୁ ମଙ୍ଗଳବାର ଦିନ ଡେନମାର୍କ ଓପନ ବ୍ୟାଡମିଣ୍ଟନ ଚମ୍ପିଆନଶିପର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆର ଗ୍ରେଗୋରିଆ ମାରସ୍କୋ ଟୁନଜଙ୍ଗଙ୍କୁ ୨୨-୨୦, ୨୧-୧୮ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁୁ ପାରୁୁପଲ୍ଲୀ ଥାଇଲାଣ୍ଡର ସିଥିକୋମ ଥମ୍ମାସିନ ୧୩-୨୧, ୧୨-୨୧ରେ ପରାଜିତ ହୋଇ ପ୍ରଥମ ପର୍ଯ୍ୟୟରେ ବାହାର ହୋଇଛନ୍ତି । ରିଓ ଅଲମ୍ପିକରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଅଗଷ୍ଟ ମ।।ସରେ ବିଶ୍ୱ ଚମ୍ପିଆନଶିପ ହେବାପରେ ଗତ ମାସରେ ଚୀନ ଓପନ ଏବଂ କୋରିଆ ଓପନରେ କ୍ରମଶଃ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଟୁର୍ଣ୍ଣମେଣ୍ଟରୁ ବାହାର ହୋଇଥିଲେ ।

Related posts

ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁରର ଦ୍ୱତୀୟ ସ୍ଥାନରେ ୧୪ ବର୍ଷ ନାବାଳକ

Odisha Sports Bureau

ଭାରତ ଫେରିବା ପରେ ଛାତିଥରା କାହାଣୀ ବଖାଣିଲେ ପି.ଭି ସିନ୍ଧୁ…

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau