Hockey

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ହକି ପ୍ରତିଯୋଗିତା

(ଓଡ଼ିଶା ସ୍ପୋର୍ଟସ ): ଚଳିତ ବର୍ଷ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ ଓଡ଼ିଶା ପୋଲିସ ପକ୍ଷରୁ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା ୨୦୧୯ ଆୟୋଜନ କରାଯିବ ।
ସର୍ବଭାରତୀୟ ହକି ପ୍ରତିଯୋଗିତା ଆସନ୍ତା ୧୬ ରୁ ୨୪ଯାଏଁ ଚାଲିବ । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ଅନ୍ୟୁନ ୨୫ଟି ଦଳ ଓ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ସବୁ ଲିଗ କମ ନକ ଆଉଟ ଆଧାରରେ ଖେଳାଯିବ ।
ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାକ୍ସଟ”ଓଲି ‘କୁ ଏହି ପ୍ରତିଯୋଗିତାର ମାକ୍ସଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତାର କ୍ୱାଟର ଓ ସେମି ଫାଇନାଲ ମ୍ୟାଚ ସବୁ ଆସନ୍ତା ୨୧ ଠାରୁ ଖେଳାଯିବ । ଏହା ପରେ ଫାଇନାଲ ମ୍ୟାଚ ଆସନ୍ତା ୨୪ ତାରିଖରେ ଖୋଳଯିବ ।

Related posts

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau

କିଙ୍ଗ ଖାନ ଶାହାରୁଖଙ୍କୁ ଥ୍ୟାଙ୍କ ୟୁ ମ୍ୟାସେଜ ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

Odisha Sports Bureau